ମେରୁଦଣ୍ଡ ଯନ୍ତ୍ରଣା - କାରଣ ଓ ଚିକିତ୍ସା | Dr. P. C Dey on Back Pain (Spine) Causes and Treatment in Odia

#BackPain #DoctorAdvice #OdiaHealthTips

ମଣିଷ ଶରୀରର ମେରୁଦଣ୍ଡ ୩୩ ଖଣ୍ଡ ହାଡ଼ରେ ଗଠିତ। ଏହି ହାଡ଼ ମସ୍ତିଷ୍କ, ବେକ, ପିଠି, ଅଣ୍ଟା ଏବଂ ମଳଦ୍ୱାର ଯାଏଁ ବ୍ୟାପିଛି। ମେରୁଦଣ୍ଡର ମଧ୍ୟ ଦେଇ ଏକ ଦଉଡ଼ି ସଦୃଶ ଆକାର ରହିଛି, ଯାହାକୁ ସ୍ପାଇନାଲ କର୍ଡ ବା ସୁଷମ୍ନା କାଣ୍ଡ ବୋଲି କୁହାଯାଏ। ସ୍ପାଇନାଲ କର୍ଡ ଏବଂ ହାଡ଼ରେ କୌଣସି ସମସ୍ୟା ଦେଖାଦେଲେ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ।

କେଉଁ କାରଣ ପାଇଁ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ? ଏହାର ନିରାକରଣ ଏବଂ ଚିକିତ୍ସା କ'ଣ? ଏନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

କାହିଁକି ହୁଏ ମେରୁଦଣ୍ଡ ଯନ୍ତ୍ରଣା?

ମେରୁଦଣ୍ଡ ଯନ୍ତ୍ରଣାର ନିରାକରଣ କ'ଣ?

କେମିତି ରଖିବେ ହାଡ଼କୁ ମଜବୁତ?

ସୁସ୍ଥ ମେରୁଦଣ୍ଡ ପାଇଁ ଡାକ୍ତରଙ୍କ ପରାମର୍ଶ

ମେରୁଦଣ୍ଡ ସମସ୍ୟାର ଚିକିତ୍ସା

The human spine is made up of 33 bones. The bones extend to the brain, neck, back, waist, and rectum. It has the shape of a rope going through the spine, called the spinal cord. If there is a problem with the spinal cord and bones, it can cause spinal pain.

What causes spinal pain? What is its prevention and treatment? Let's find out what Dr. Paresh Chandra Dey, a leading endospine and sports surgeon, has to say.

In this video,

Why does spinal pain occur?

What is the cure for spinal pain?

How to keep bones strong?

Doctor's advice for a healthy spine

Treatment of spinal problems

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ।

Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Recommended Reading >> bit.ly/32kRpzw

Comments